ବସ୍‌ ଉପରକୁ ଗୁଳି, ପରିଚୟ ପଚାରି ୯ ଜଣଙ୍କୁ ହତ୍ୟା

ବିଦେଶ

ଇସଲାମାବାଦ,୧୧ା୭: ପାକିସ୍ତାନରେ ଶୁକ୍ରବାର ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ଏକ ବସ୍‌ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚଳାଇଛନ୍ତି। ଏପରିକି ବସ୍‌ରେ ଥିବା ଯାତ୍ରୀମାନଙ୍କୁ ପରିଚୟ ପଚାରି ୯ ଜଣଙ୍କୁ ହତ୍ୟା କରାଯାଇଛି।source:dharitri.com


Related News