ଓ ହବ୍' କେଳେଙ୍କାରୀ ମାମଲାରେ ଜେରା ହେଲେ ଓମ୍ କାର ରାଏ
ରାଜ୍ୟ
ଭୁବନେଶ୍ୱର: ଓ ହବ୍' କେଳେଙ୍କାରୀ ମାମଲା। କାର୍ଯ୍ୟନିର୍ବାହୀ ଅଧିକାରୀ ଓମ୍ କାର ରାଏଙ୍କୁ ଜେରା। ଓମ୍ କାରଙ୍କୁ ଜେରା କରିଛନ୍ତି ଇଣ୍ଡଷ୍ଟ୍ରି ବିଭାଗର ନିର୍ଦେଶକ ପ୍ରଶାନ୍ତ ରେଡ୍ଡୀଙ୍କ ସହ 2 ଜଣିଆ ଟିମ୍ ।
ଆର୍ଥିକ ଅନିୟମିତତା ଓ ନିଯୁକ୍ତିରେ ହୋଇଥିବା ବେଆଇନ କାର୍ଯ୍ୟକୁ ନେଇ ଓମ୍ କାର ରାୟଙ୍କୁ ଜେରା କରିଛନ୍ତି ତଦନ୍ତକାରୀ ଅଧିକାରୀ। ଓ - ହବରେ ଅନିୟମିତତା ଅଭିଯୋଗ ଆସିବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପ୍ରାଥମିକ ତଦନ୍ତରେ ପ୍ରକ୍ରିୟାରେ ଅଧିକ ନେଇଥିବା ଦରମା ଟଙ୍କାକୁ ଓମ୍ କାର ରାୟଙ୍କୁ ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ MSME ବିଭାଗ ।source:argusnews.in